Notice: Trying to get property 'post_content' of non-object in /home1/muhapqmy/public_html/wp-content/plugins/pj-news-ticker/pj-news-ticker.php on line 207
Browsing Category

ଖେଳ

ଆଇପିଏଲ୍‌-୧୫: ଚେନ୍ନାଇର କ୍ରମାଗତ ଚତୁର୍ଥ ପରାଜୟ; ପଏଣ୍ଟ୍ ଖାତା ଖୋଲିଲା ହାଇଦ୍ରାବାଦ

ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ୮ ୱିକେଟ୍‌ରେ…

ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌: ୧-୩ରେ ହାରିଲା ଭାରତ; ନେଦରଲାଣ୍ଡ୍‌ସର ଶୁଟ୍‌ଆଉଟ୍…

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଶନିବାର ନେଦରଲାଣ୍ଡ୍‌ସ ବିପକ୍ଷ ଟାଇର ଦ୍ୱିତୀୟ…

ଆଇପିଏଲ୍‌: ତେୱତିଆଙ୍କ ଧମାକା, ଶେଷ ୨ ବଲ୍‌ରେ ଲଗାତାର ଛକା ମାରି ଗୁଜରାଟକୁ ଜିତାଇଲେ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୧୬ତମ ମ୍ୟାଚରେ ଗୁଜରାଟ୍‌ ଟାଇଟନ୍ସ ଶୁକ୍ରବାର ୬ ୱିକେଟ୍‌ରେ ପଂଜାବ କିଙ୍ଗ୍‌ସକୁ…

ପନ୍ତଙ୍କୁ ଜୋରିମାନା

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ଗୁରୁବାର ଲକ୍ଷ୍ନୌ ସୁପର୍ ସୁପର୍ ଜାଏଣ୍ଟ୍‌ସଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ ହୋଇଛି। ତେବେ ଏହି ପରାଜୟ ସହ…

ଏଫ୍‌ଆଇଏଚ୍ ମହିଳା ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ୨-୧ରେ ହରାଇଲା ଭାରତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଶୁକ୍ରବାର ଭାରତୀୟ ମହିଳା ଦଳ ନେଦରଲାଣ୍ଡ୍‌ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଏହି…

ଦ୍ୱିତୀୟ ଟେଷ୍ଟ୍‌: ୩ ଅର୍ଦ୍ଧଶତକରେ ସାଉଥ୍ ଆଫ୍ରିକା ୨୭୮/୫

ପୋର୍ଟ ଏଲିଜାବେଥ୍‌,ଏଜେନ୍ସି: ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍‌ର ପ୍ରଥମ ଦିନରେ ଶନିବାର ଘରୋଇ ସାଉଥ୍ ଆଫ୍ରିକା…

ଆଇପିଏଲ : ଡି’କକଙ୍କ ବିସ୍ଫୋରକ ଇନିଂସ, ଦିଲ୍ଲୀକୁ ୬ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,ଏଜେନ୍ସି: ସ୍ଥାନୀୟ ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୧୬ତମ ମ୍ୟାଚରେ ଲକ୍ଷ୍ନୌ ଦିଲ୍ଲୀକୁ ୬ ଓ୍ବିକେଟରେ ପରାସ୍ତ…

କୋରିଆ ଓପନ୍‌: କ୍ୱାର୍ଟର୍‌ରେ ସିନ୍ଧୁ ଓ ଶ୍ରୀକାନ୍ତ, ଲକ୍ଷ୍ୟ ବିଦା

ସୁନ୍‌ଚେଓନ୍‌,ଏଜେନ୍ସି: ଭାରତର ଶୀର୍ଷ ଶଟ୍‌ଲର୍ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଗୁରୁବାର କୋରିଆ ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍…

ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌: ଆଜିଠାରୁ ଭାରତ-ନେଦରଲାଣ୍ଡ୍‌ସ ମୁକାବିଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଶୁକ୍ରବାରଠାରୁ ଭାରତୀୟ ମହିଳା ଦଳ ନେଦରଲାଣ୍ଡ୍‌ସ…