ନୀଳଗିରିକୁ ଗଡ଼ିବ ମେମୁ ଟ୍ରେନ୍‌

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ଜାନୁଆରୀ ୫ ତାରିଖରୁ ପ୍ରଥମଥର ପାଇଁ ନୀଳଗିରିକୁ ମେମୁ ଟ୍ରେନ୍ ଚାଲିବ । ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।