Browsing Category

ମନୋରଞ୍ଜନ

ମହିଳା ଆରକ୍ଷଣ ବିଲ ପାରିତ ହେବା ପରେ ଖୁସି ଜାହିର କଲେ କଙ୍ଗନା

ନୂଆଦିଲ୍ଲୀ: ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ପାରିତ ହୋଇଯାଇଛି । ଫଳରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ଆରକ୍ଷଣ…

‘ଯବାନ’ ରିଲିଜ ପୂର୍ବରୁ ଭେଙ୍କଟେଶ ମନ୍ଦିର ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ତାଙ୍କ ଆଗାମୀ ଫିଲ୍ମ ‘ଯବାନ’କୁ ହିଟ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁନାହାନ୍ତି । କେତେବେଳେ ସନି ଦେଓଲଙ୍କ…

୪୦ ବର୍ଷୀୟ ହରିୟାଣବୀ ଗାୟକ ରାଜୁ ପଞ୍ଜାବୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣବୀ ଗାୟକ ରାଜୁ ପଞ୍ଜାବୀଙ୍କ ମୃତ୍ୟୁ ଘଟିଛି । ରାଜୁ ଗତ କିଛିଦିନ ହେବ ଜଣ୍ଡିସରେ ପୀଡ଼ିତ ହୋଇ ହିସାରର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ ।…

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ‘ଘୁମର’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ: ଆର ବାଲକିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଘୁମର’ ସିଲଭର ସ୍କ୍ରିନରେ ରିଲିଜ ହୋଇଯାଇଛି । ଘୁମର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ହୋପ ପ୍ରଡକ୍ସନ…

୧୨ ବର୍ଷ ପରେ ଅକ୍ଷୟଙ୍କ ଫିଲ୍ମକୁ ମିଳିଲା ‘ଏ’ ସାର୍ଟିଫିକେଟ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମଜି ୨’କୁ ନେଇ ଚର୍ଚ୍ଚା ଜୋର ଧରିଛି । ବହୁ ପ୍ରତୀକ୍ଷା ପରେ ଫିଲ୍ମକୁ ‘ଏ’ ସାର୍ଟିଫିକେଟ ମିଳିବା…

ବିବାହ ପୂର୍ବରୁ ସ୍ୱର୍ଣ୍ଣ ମନ୍ଦିର ପହଞ୍ଚିଲେ ରାଘବ ଓ ପରିଣୀତି

ପଞ୍ଜାବ: ଆମ ଆଦମି ପାର୍ଟି ନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ନିକଟରେ ସରିଛି । ଫ୍ୟାନ୍ସ ଏବେ ରାଘବ ଓ ପରିଣୀତିଙ୍କ…