Notice: Trying to get property 'post_content' of non-object in /home1/muhapqmy/public_html/wp-content/plugins/pj-news-ticker/pj-news-ticker.php on line 207
Browsing Category

ଦେଶ- ବିଦେଶ

ପ୍ରେମିକକୁ ଭେଟିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ସୀମା ହାଇଦର ଭାରତ ଆସିବା ମାମଲାକୁ ନେଇ ଚର୍ଚ୍ଚା ଜାରି ରହିଥିôବାବେଳେ ଏବେ ଏମିତି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏଥର…

ମୌସୁମୀ ଅଧିବେସନରୁ ଆପ୍ ସାଂସଦ ସଞ୍ଜୟ ସିଂହ ନିଲମ୍ବିତ

ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କୁ ମୌସୁମୀ ଅଧିବେସନର ବାକି କାର୍ଯ୍ୟାବଳୀରୁ ନିଲମ୍ବିତ କରାଯାଇଛି। ରଜ୍ୟସଭା ସଭାପତି ଜଗଦୀପ ଧନକର…

ମଣିପୁର ମହିଳା ନିବସ୍ତ୍ର ମାମଲାରେ ପୁଣି ଜଣେ ଗିରଫ, ସଂଖ୍ୟା ୫କୁ ବୃଦ୍ଧି

ମଣିପୁର: ମଣିପୁରରେ ୨ ମହିଳାଙ୍କୁ ନିବସ୍ତ୍ର କରିବା ମାମଲାରେ ପୁଲିସ ଆଉ ଜଣଙ୍କୁ ଗିରଫ କରିଛି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।…

ସୀମା ହାଇଦରକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଦେଲା ଜବାବ

ନୂଆଦିଲ୍ଲୀ: ପାକିସ୍ତାନରୁ ନିଜ ୪ ସନ୍ତାନକୁ ନେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ସୀମାଙ୍କୁ ଉତ୍ତରପ୍ରଦେଶ ଏଟୀଏସ୍ ଜେରା…

ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନ ଆରମ୍ଭ ହୋଇଯାଇଛି । ସଂସଦରୁ ଏକ ଖୁବ୍ ସୁନ୍ଦର ଫଟୋ ସାମ୍ନାକୁ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ମୌସୁମୀ ଅଧିବେସନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନ ଆସନ୍ତାକାଲିଠୁ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଉକ୍ତ…