Browsing Category
ଦେଶ- ବିଦେଶ
ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଆଇଏନ୍ଏସ୍ ବିକ୍ରାନ୍ତ ବୁଲିଲେ ଅଷ୍ଟ୍ରେଲିଆ…
ମୁମ୍ବାଇ,ଏଜେନ୍ସି: ଭାରତୀୟ ନୋସେନାରେ ନିକଟରେ ସାମିଲ ହୋଇଥିବା ସ୍ବଦେଶୀ ନିର୍ମିତ ବିମାନ ବାହକ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ ପରିଦର୍ଶନ କରିଛନ୍ତି…
ସିବିଆଇ ପରେ ସିସୋଦିଆଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଇଡି ଗିରଫ କରିଛି । ଆଜି ଦ୍ୱିତୀୟଥର ପାଇଁ ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ…
‘ହର୍ ସର୍କଲ ଏଭ୍ରିବଡି’ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ନୀତା ଅମ୍ବାନୀ
ନୂଆଦିଲ୍ଲୀ: ରିଲାୟନ୍ସ ଫାଉଣ୍ଡେସନର ସଂସ୍ଥାପକ ଅଧ୍ୟକ୍ଷ ନିତା ଅମ୍ବାନୀ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ହର୍ ସର୍କଲ ଏଭ୍ରିବଡି’ ପ୍ରୋଜେକ୍ଟର…
ନୀତିଶଙ୍କ ଦଳ ଛାଡ଼ିଥିବା ନେତାଙ୍କୁ ମିଳିଲା Y+ ସୁରକ୍ଷା
ନୂଆଦିଲ୍ଲୀ: ଜେଡିୟୁ ଛାଡ଼ି ଅଲଗା ପାର୍ଟି ଗଠନ କରିଥିବା ଉପେନ୍ଦ୍ର କୁଶବାହଙ୍କୁ କେନ୍ଦ୍ର ସରକାର Y+ କ୍ୟାଟାଗେରୀରେ ସୁରକ୍ଷା ପ୍ରଦାନ କରିଛନ୍ତି । Y+…
ଅମୃତସର ପହଞ୍ଚିଲେ ରାଷ୍ଟ୍ରପତି
ପଞ୍ଜାବ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦିନିକିଆ ଅମୃତସର ଗସ୍ତ କରିଛନ୍ତି । ଏହି ଅବସରରେ ଅମୃତସରର ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ…
୬୬ ବର୍ଷ ବୟସରେ ସତୀଶଙ୍କ ପରଲୋକ
ମୁମ୍ବାଇ: ବଲିଉଡର ସୁପ୍ରସିଦ୍ଧ ଅଭିନେତା ସତୀଶ କୌଶିକଙ୍କ ପରଲୋକ ଘଟିଛି । ହୃଦଘାତ ଯୋଗୁ ୬୬ ବର୍ଷ ବୟସରେ ସତୀଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…
ପୁଣି ଏକ ନୂଆ ଭାଇରସ୍ ନେଇ ବଢ଼ିଲା ଚିନ୍ତା: ଗଲାଣି ୪ ଜୀବନ, ୯ ଦିନରେ ୪୦ ସଂକ୍ରମିତ
କୋଲକାତା,ଏଜେନ୍ସି: ନୂଆ ଭାଇରସ ‘ଆଡେନୋଭାଇରସ୍’ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି କୋଲକାତାରେ । ମାତ୍ର ୯ ଦିନରେ ୪ ଜଣ ପିଲାଙ୍କ ଜୀବନ ହାନି ଘଟିଥିବା ବେଳେ…
ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ
ସିଲଙ୍ଗ,ଏଜେନ୍ସି: ଆସନ୍ତାକାଲି(ମଙ୍ଗଳବାର) ଶପଥ ନେବେ କୋନରାଡ ସାଙ୍ଗମା । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର…
ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ, ୫.୦ ତୀବ୍ରତା ରେକର୍ଡ
ବ୍ଲେୟାର,ଏଜେନ୍ସି: ସକାଳୁ ସକାଳୁ ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଆଜି ସକାଳ ୫ଟା ୭…
ଆରବ ସାଗରରେ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ,ଏଜେନ୍ସି: ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ । ଆରବ ସାଗରରେ ହୋଇଛି ବ୍ରହ୍ମୋସର ସଫଳ ପରୀକ୍ଷଣ । ଭାରତୀୟ ନୌସେନା ପକ୍ଷରୁ ହୋଇଛି ଏହି ପରୀକ୍ଷା…