Browsing Category
ଦେଶ- ବିଦେଶ
ମେଳାରେ ଚୌକିଦାର ବେଶରେ ହରିୟାଣା ମୁଖ୍ୟମନ୍ତ୍ରୀ
ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବେଶ ବଦଳାଇ ମେଳାରେ ବୁଲୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ…
ନମ୍ବର ୧ ସ୍ଥାନରେ ଶୁଭମନ ଗିଲ
ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇସିସି ଦ୍ୱାରା ଜାରି…
ବିଗବସ ବିଜେତାଙ୍କୁ ନୋଏଡା ପୁଲିସ ଜାରି କଲା ନୋଟିସ
ନୂଆଦିଲ୍ଲୀ: ବିଗବସ ବିଜେତା ଏଲଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ପୁଲିସ ସାମ୍ନାରେ ହାଜର ହେବାକୁ ନୋଟିସ ଜାରୀ ହୋଇଛି । ଏଲଭିଶଙ୍କୁ ଯଥାଶୀଘ୍ର ନୋଏଡା…
ବିଧାନସଭା ନିର୍ବାଚନ ପରେ ରାହୁଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଚଳିତ ବର୍ଷ ବିଧାନସଭା ଏବଂ ଆଗାମୀ ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ…
କେଦାରନାଥରେ ୨ ଭାଇଙ୍କ ସାକ୍ଷାତ
ହିମାଚଳ ପ୍ରଦେଶ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଧାର୍ମିକ ଯାତ୍ରା କରିବା ପାଇଁ କେଦାରନାଥରେ ଅଛନ୍ତି । ଅନ୍ୟପଟେ ତାଙ୍କ ଦାଦା ପୁଅ ତଥା ବିଜେପି ନେତା ବରୁଣ…
ଦିଲ୍ଲୀ ସରକାରଙ୍କ ଅଡ-ଇଭନ ପଦ୍ଧତି ଅବୈଜ୍ଞାନିକ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ମାମଲାର ଶୁଣାଣୀ ସମୟରେ ସୁପ୍ରିମକୋର୍ଟ ଅଡ-ଇଭନ ପଦ୍ଧତିକୁ ଅବୈଜ୍ଞାନିକ ଦର୍ଶାଇଛନ୍ତି । ଏହାସହ ପରିବେଶକୁ ସ୍ୱଚ୍ଛ ରଖିବା…
ଇରାନ ରାଷ୍ଟ୍ରପତିଙ୍କୁ ଫୋନ କଲେ ମୋଦୀ
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ସହ ଫୋନ ଯୋଗେ କଥା…
ସରକାର ବିକିବେ ଅଟା
ନୂଆଦିଲ୍ଲୀ: ଭାରତ ଡାଲି ପରେ କେନ୍ଦ୍ର ସରକାର ଭାରତ ଅଟା ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମେ ଆଜିଠୁ କିଲୋ ପ୍ରତି ୨୭ ଟଙ୍କା ୫୦ ଟଙ୍କା ଦରରେ…
ଦିଲ୍ଲୀ ଏନସିଆର ଏବଂ ୟୁପିରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ଏବଂ ୟୁପିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ହେଉଛି ନେପାଳ । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬…
ଦିଲ୍ଲୀରେ ଅଡ଼-ଇଭନ ନିୟମରେ ଚାଲିବ ଗାଡ଼ି
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ଗୁଣବତ୍ତାର ସ୍ଥିତି ଖରାପ ହେବା ମଧ୍ୟରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି ।…