Browsing Category
ଦେଶ- ବିଦେଶ
କ୍ରମାଗତ ୧୨ ବର୍ଷରେ ମୁକେଶ ଅମ୍ବାନୀ ସବୁଠୁ ବଡ଼ ଧନୀ
ନୂଆଦିଲ୍ଲୀ: ଫୋର୍ବସ୍ ଇଣ୍ଡିଆ ପକ୍ଷରୁ ଭାରତର ସବୁଠୁ ଅଧିକ ଧନୀ ଲୋକମାନଙ୍କର ନୂତନ ତାଲିକା ଜାରି କରାଯାଇଛି। ଏଥିରେ ଭାରତର ଶୀର୍ଷ ୧୦୦ ସବୁଠୁ ଧନୀ ଲୋକଙ୍କ…
ବିମାନ ବିଳମ୍ବ ଥିଲେ ଯାତ୍ରୀଙ୍କୁ ଜଣାଇବାକୁ ଡିଜିସିଏଙ୍କ ନିର୍ଦ୍ଦେଶ
ମୁମ୍ବାଇ: ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଏଣିକି ବିମାନ ବିଳମ୍ବ ହେଲେ କିମ୍ବା ଶେଷ ମୁହୂର୍ତ୍ତରେ ପ୍ରସ୍ଥାନସ୍ଥଳଦ୍ୱାରରେ ପରିବର୍ତ୍ତନ ହେଲେ…
ଭେଟ ହେଲେ ଦୁଇ ଶକ୍ତିଶାଳୀ ନେତା
ତାମିଲନାଡୁ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହ୍ୟ ପୀଠ ମାମଲାପୁରମରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଏହି…
ମାନ୍ଦାବସ୍ଥାରେ ଅଟୋମୋବାଇଲ ଶିଳ୍ପ କ୍ଷେତ୍ର
ନୂଆଦିଲ୍ଲୀ,ଏଜେନ୍ସି: ସେପ୍ଟେମ୍ବର ମାସରେ ଗାଡ଼ି ବିକ୍ରି କମିଥିବାବେଳେ ଏହାର ପ୍ରଭାବ ଅଟୋମୋବାଇଲର ଶିଳ୍ପ କ୍ଷେତ୍ର ଉପରେ ପଡ଼ିଛି। ଭାରତୀୟ ଅଟୋମୋବାଇଲ୍…
କର୍ଣ୍ଣାଟକ କଂଗ୍ରେସ ନେତା ଏବଂ ଅନ୍ୟମାନଙ୍କ ଘରେ ଆୟକର ଚଢ଼ାଉ, ନଗଦ ୫ କୋଟି ଟଙ୍କା ଜବତ
ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଏବଂ ଅନ୍ୟମାନଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିବାବେଳେ ନଗଦ ୫କୋଟି ଟଙ୍କା…
ଚେନ୍ନାଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଚେନ୍ନାଇ,ଏଜେନ୍ସି: ଚେନ୍ନାଇରେ ଶୁକ୍ରବାର ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ପରେ ସେଠାରୁ ସେ ମାମଲାପୁରମ ଯାଇ ଚୀନର…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ତଳେ ଚାଲିଗଲା ୭ ଜୀବନ
ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଆଜି ଏକ ଅଘଟଣ ଘଟିଯାଇଛି। ତୀର୍ଥଯାତ୍ରାରେ ଯାଇଥିବା ଲୋକଙ୍କ ଉପରେ ଚଢ଼ିଗଲା ବସ୍। ଶୁକ୍ରବାର ଗୋଟିଏ…
ମହାତ୍ମା ଗାନ୍ଧୀଙ୍କ ସମ୍ମାନାରେ ମୁଦ୍ରା ପ୍ରଚଳନ କରିବ ଇଂଲଣ୍ଡ
ଇଂଲଣ୍ଡ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଇଂଲଣ୍ଡ ପକ୍ଷରୁ ଗୋଟାଏ ସ୍ମାରକୀ ଧାତବ ମୁଦ୍ରା ବା ‘କଏନ୍’ ପ୍ରକାଶ କରିବାକୁ ନିଷ୍ପତ୍ତି…
୨୦୧୮ ଓ ୨୦୧୯ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ : ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜଗ ଏବଂ ଅଷ୍ଟ୍ରିଆର ଲେଖକ ପିଟର ହାଣ୍ଡକେଙ୍କୁ ଯଥାକ୍ରମେ ୨୦୧୮ ଏବଂ…
ହସ୍ପିଟାଲରୁ ଫେରିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ଏନ୍ଏନ୍ଏସ୍ : ଡେଙ୍ଗୁରୁ ଆରୋଗ୍ୟଲାଭ ପରେ ହିନ୍ଦୁଜା ହସ୍ପିଟାଲରୁ ଘରକୁ ଫେରିଛନ୍ତି ବରିଷ୍ଠ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର। ଡେଙ୍ଗୁରେ…