ଭେଟ ହେଲେ ଦୁଇ ଶକ୍ତିଶାଳୀ ନେତା

ତାମିଲନାଡୁ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହ୍ୟ ପୀଠ ମାମଲାପୁରମରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଏହି ପର୍ଯ୍ୟଟନ ସ୍ଥଳକୁ ବୁଲି ଦେଖିଥିଲେ । ଐତିହ୍ୟ ଗୁମ୍ଫା ତଥା ଅର୍ଜ୍ଜୁନ ତପସ୍ୟା ଗୁମ୍ଫା, ପଞ୍ଚରଥ ମନ୍ଦିର ଆଦି ବୁଲିଥିଲେ। ଏହି ସ୍ଥାନର ଅତୀତ ଓ ଇତିହାସ ଉପେରେ ମୋଦୀ ଜିନପିଙ୍ଗଙ୍କୁ ବୁଝାଇଥିଲେ ।