Browsing Category

ମହାନଗର

ସ୍କୁଟିକୁ ଧକ୍କା ଦେଲା ଲୁହା ରଡ୍ ବୋଝେଇ ଟ୍ରଲର ଗାଡ଼ି, ଘଟଣାସ୍ଥଳରେ ନର୍ସଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ସ୍କୁଟିକୁ ଚାପି ଦେଲା ଟ୍ରଲର ଗାଡ଼ି। ଦୁର୍ଘଟଣା ସ୍ଥଳରେ ସ୍କୁଟି ଚାଳକ ମହିଳାଙ୍କର ମୃତ୍ୟୁ। ଏପରି ଘଟଣା ଘଟିଛି ଖଣ୍ଡଗିରି ୧୬…

ସନ୍ଦେହ ହେବାରୁ ପୁଣି ଖୋଳତାଡ଼, ଅଭୟକାନ୍ତଙ୍କ ଘରେ ଇଡ଼ି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅବସରପ୍ରାପ୍ତ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ବାସଭବନରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଚାନକ୍ ଚଢଉ କରିଛି।…

‘ଜୱାଦ୍‌’ ପାଇଁ ବିଏମ୍‌ସିର ପ୍ରସ୍ତୁତି: ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍‌, ଜାରି ହେଲା…

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସାମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିମଗମ (ବିଏମସି) ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।…

୩ ଲାଞ୍ଚୁଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, କିଛି କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ‘ଶୂନ୍ୟ ସହିଷ୍ଣୁତା’ ଆଭିମୁଖ୍ୟ ଜାରି ରହିଛି। ଏହି ନୀତି ଅନୁଯାୟୀ ଆଉ ୩…

ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଅଗ୍ନିଶମର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ। ଅଗ୍ନିଶମ ସେବା ଡିଜି…

୪ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୭ରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ। ପୁଲିସ ଅଧିକାରୀ ହେଲେ…

ଡିସେମ୍ବର ମାସର ନୂଆ ଗାଇଡଲାଇନ୍‌, ହୋଇପାରିବନି ଜିରୋ ନାଇଟ୍ ସେଲିବ୍ରେସନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିସେମ୍ବର ମାସ ପାଇଁ ଏସଆରସି ନୂଆ କରୋନା ଗାଇଡଲାଇନ୍ ଜାରି କରିଛନ୍ତି। ବିଦେଶରେ ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଚଳିତ ମାସ…

ବଟାନିକାଲ୍ ଗାର୍ଡେନ୍‌: ବଣଭୋଜି ପାଇଁ ଅନ୍‌ଲାଇନ୍ ବୁକିଂ ସୁବିଧା

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ପାଇଁ ଏଣିକି ଅନ୍‌ଲାଇନ୍‌ରେ ବୁକିଂ କରିହେବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…