Browsing Category
ଜିଲ୍ଲା
୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟରେ ଭାଗ ନେବାକୁ କଟକରେ ଦେବଗଡ଼ ଟିମ୍
ଦେବଗଡ଼,ଏନ୍ଏନ୍ଏସ୍: ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆଜିଠାରୁ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ…
ପୁରୀ ଓ ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ
ଭୁବନେଶ୍ୱର,ଏନ୍ଏନ୍ଏସ୍: ବାୟୁସେନା ପକ୍ଷରୁ ଓଡ଼ିଶାର ଦୁଇଟି ସ୍ଥାନରେ ଚିତାକର୍ଷକ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି…
ଫଳକରେ ନାମ ନଥିବାକୁ ନେଇ କଟକ ବିଜେପିର ସାମ୍ବାଦିକ ସମ୍ମିଳନୀ
କଟକ,ଏନ୍ଏନ୍ଏସ୍: ଗତ ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଅବସରରେ କଟକ ମହାନଗର ନିଗମ ତରଫରୁ ସହରରେ ୫ଟି ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବା…
ଆଠ ବର୍ଷ ପରେ ଫେରିଲା ପୁଅ, ଗାଁରେ ଖୁସିର ଲହରୀ
ପାଟଣାଗଡ଼,ଏନ୍ଏନ୍ଏସ୍: ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳର ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ। ଦୀର୍ଘ ଆଠ…
କୋର୍ଟକୁ ସାକ୍ଷୀ ଦେବାକୁ ଆସି ନିଖୋଜ ବ୍ୟକ୍ତିର ମୃତଦେହ ଉଦ୍ଧାର
ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ କୋର୍ଟକୁ ସାକ୍ଷୀ ଦେବାକୁ ଆସି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା…
ପୁଣି ଥରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି: ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଅଭିଯୋଗ ପରେ…
ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଗୁଣ୍ଡାଗିରି ପାଇଁ ବଦନାମ ଥିବା ବିଜେପି ପୁଣି ଥରେ ଜଣେ ସରକାରୀ ଅଧିକାରୀଙ୍କୁ ହତ୍ୟା ଧମକ ଦେଇ ଜନ ସାଧାରଣରେ…
ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଦେବଗଡ଼,ଏନ୍ଏନ୍ଏସ୍: ଦୁର୍ଗମ ଅପହଞ୍ଚ ଇଲାକାରୁ ୪ ଜଣ ରୋଗୀଙ୍କୁ ଷ୍ଟେଚରରେ ଏବଂ କାନ୍ଧରେ ବୋହିଆଣି ମାନବିକତାର ପରିଚୟ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।…
ବିଭିନ୍ନ ରାଜନେତାଙ୍କୁ ଟାର୍ଗେଟ କରି ମାଓ ପୋଷ୍ଟର
ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳରେ ପୁଣି ମାଓବାଦୀଙ୍କ ହାତଲେଖା ପୋଷ୍ଟର ଦେଖିବାକୁ ମିଳିଛି । ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନାର ଜାମଝୋର ଛକରେ…
ବିଷାକ୍ତ ଖାଦ୍ୟ ଖାଇ ୨ ଶିଶୁ ମୃତ, ବାପା-ମା ଗୁରୁତର
ବଡମ୍ବା,ଏନ୍ଏନ୍ଏସ୍: କଟକ ବଡମ୍ବାରେ ଅଘଟଣ ଘଟି ଗୋଟିଏ ପରିବାରରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବିରବରପୁର ଗାଁରୁ ଆସିଛି…
ବେଆଇନ ଗୋରୁ ଗାଡ଼ି ରୋକିବାରୁ ସମାଜସେବୀଙ୍କୁ ଆକ୍ରମଣ
କେନ୍ଦ୍ରାପଡ଼ା: ବେଆଇନ ଗୋରୁ ଗାଡ଼ି ରୋକିବାରୁ ସମାଜସେବୀ ସୁବାଶିଷ ଷଡ଼ଙ୍ଗୀ ଉପରେ ଆକ୍ରମଣର ଶିକାର ହୋଇଛନ୍ତି । ସୁବାଶିଷଙ୍କୁ ଏବେ କେନ୍ଦ୍ରାପଡ଼ା ଜିଲ୍ଲା…