Notice: Trying to get property 'post_content' of non-object in /home1/muhapqmy/public_html/wp-content/plugins/pj-news-ticker/pj-news-ticker.php on line 207
Browsing Category

ରାଜ୍ୟ

ସ୍ପାନିଶ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍‌; ପ୍ରମୋଦ ଜିତିଲେ ତ୍ରିପଲ୍…

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ପେନ୍‌ର ଭିକ୍ଟୋରିଆ ସହରରେ ଗତ ୧ ତାରିଖଠାରୁ ଚାଲିଥିବା ସ୍ପାନିଶ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ ରବିବାର…

ଶୁଟିଂ ବିଶ୍ୱ କପ୍‌ରେ ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ଅନ୍ତର୍ଜାତୀୟ ସ୍ତରର ଶୁଟର୍ ତଥା କିଟ୍ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ କାଇରୋରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ବିଶ୍ୱକପ୍‌ରେ…

ଇଣ୍ଡଲ୍‌ଜ ବ୍ରାଇଡ଼ାଲ୍ ମଲ୍‌ର ବ୍ରାଣ୍ଡ “ଜୁଏଲ୍ସ ବାଏ ସୋନିଆ” ଉଦ୍‌ଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରୂପାଲି ଛକ ସ୍ଥିତ ଇଣ୍ଡଲ୍‌ଜ ବ୍ରାଇଡ଼ାଲ୍ ମଲ୍‌ଠାରେ ଡ଼ିଜାଇନର ହୀରା ଅଳଙ୍କାର ବ୍ରାଣ୍ଡ “ଜ୍ୱେଲସ ବାଏ ସୋନିଆ” ଉଦ୍‌ଘାଟିତ…

ପୌର ନିର୍ବାଚନ ପୂର୍ବରୁ କମିସନରେଟ୍‌ ପୁଲିସର ଧରପଗଡ, ୨୦୦ ଜଣଙ୍କୁ ଫାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପୂର୍ବରୁ କମିସନରେଟ୍‌ ପୁଲିସର ସ୍ୱତନ୍ତ୍ର ଧରପଗଡ। ସର୍ବସାଧାରଣ ସ୍ଥାନରେ ମଦ ପିଉଥିବାରୁ ୨୦୦ ଜଣଙ୍କୁ ଫାଇନ୍…

ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ, ରାଜ୍ୟପାଳଙ୍କ ଅନୁମୋଦନକୁ ଅପେକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ। ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବିଧାନସଭା ଅଧିବେସନ। ରାଜ୍ୟପାଳଙ୍କ ଅନୁମୋଦନ…

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୁଦ୍ଧ ବିଭୀଷିକା ମଧ୍ୟରେ ସେଠାରେ ଫସିଥିବା ଭାରତୀୟ ତଥା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା…

ସରୋଜିନୀ ଖୁଣ୍ଟିଆଙ୍କୁ ମେୟର ପ୍ରାର୍ଥୀନୀ ଘୋଷଣା କଲା ’ଆପ୍’

ଭୁବନେଶ୍ବର,ଏନ୍ଏନ୍ଏସ୍: ଶ୍ରୀମତୀ ସରୋଜିନୀ ଖୁଣ୍ଟିଆ ହେଉଛନ୍ତି ଭୁବନେଶ୍ବର ପାଇଁ ଆପ୍ ମେୟର ପ୍ରାର୍ଥୀନୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା…

କରୋନାରୁ ଆଶ୍ୱସ୍ତି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ବିସ୍ତାରରେ ରୋକ୍ ଲାଗିଛି। ଦୈନିକ ସଂକ୍ରମଣରୁ ଆଶ୍ୱସ୍ତି ମିଳିଛି। ଗତକାଲି ୪୮ ହଜାର ୯୬୪ଟି ନମୁନା ପରୀକ୍ଷଣ…