Browsing Category

ରାଜ୍ୟ

ରେମୁଣାରେ ଶକ୍ତିଶାଳୀ ବିସ୍ଫୋରଣ, ୩ମହଲା ଘର ଉଡ଼ିଲା

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗ୍ରମରେ ବୁଧବାର ରାତି ୧୨ଟା ୩୦ରେ କାଳୀଚରଣ ମହାପାତ୍ରଙ୍କ ଘରେ ଏକ ଶକ୍ତିଶାଳୀ ବିସ୍ଫୋରଣ…

‘କବିତା ମାଧ୍ୟମରେ ସମାଜରେ ପରିବର୍ତ୍ତନ ସମ୍ଭବ’

ଭୁବନେଶ୍ୱର,ଏନ୍ଏନ୍ଏସ୍: କବିତା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଅଣାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କିଟରେ ୩୯ତମ ବିଶ୍ୱ କବି…

ମିଛ କହି ଅନ୍ୟ ଧର୍ମର ମହିଳାଙ୍କୁ ବିବାହ ପରେ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର,ଏନ୍ଏନ୍ଏସ୍; ପ୍ରଥମେ ମିଛ କହି ଅନ୍ୟ ଧର୍ମର ମହିଳାଙ୍କୁ ବିବାହ କରିବା ପରେ ପ୍ରଥମ ପତ୍ନୀଙ୍କ ସହ ମିଶି ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେଲେ।…

ବିଗୁଡ଼ୁଛି ଅସୁସ୍ଥ ମାଇ ହାତୀର ସ୍ୱାସ୍ଥ୍ୟବସ୍ଥା

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଦିନକୁ ଦିନ କେନ୍ଦ୍ରାପଡ଼ା ଉପରସୁମଠ ଠାରେ ଅସୁସ୍ଥ ଥିବା ହାତୀର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଦୀର୍ଘ ୫ଦିନ ଧରି…

ଗାନ୍ଧୀ ଓ ଜାତୀୟ ସଂହତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରା ସହ ସ୍ୱତନ୍ତ୍ର ସଭା…

ପୁଣି ଫେରିଲେ ଡାକ୍ତର

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ନୂଆରୂପରେ ନୂତନ ଦେଖିବାକୁ ମଳିଛି। କଂଗ୍ରେସ ନେତା ତଥା ତଳସରାର ପୂର୍ବତନ ବିଧାୟକ…

ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତି ପାଳନ କରାଯଉଥିବାବେଳେ ଏ ନେଇ ଆଜି ଭୁବନେଶ୍ୱର ବିଭିନ୍ନ ରାଜନୌତିକ ଦଳ ପକ୍ଷରୁ…