Browsing Category

ରାଜ୍ୟ

ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ରୋଗୀଙ୍କ ସମ୍ପର୍କୀୟ, ରୋଗୀ ସେବା ବ୍ୟାହତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ରେମୁଣୀ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ରାତିରେ ଡାକ୍ତର ନଥିବାରୁ ଜଣେ ରୋଗୀଙ୍କ କିଛି ସମ୍ପର୍କୀୟ…

ଭାରତୀୟ ରେଳବାଇ ପକ୍ଷରୁ ପୂଜା ଅବସରରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଦୂର୍ଗାପୂଜାରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ କେତୋଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା…

ସଂଜିବ ଓଡିଶା ହାଇକୋର୍ଟ ବିଚାରପତି ହେବେ : ସୁପ୍ରିମକୋର୍ଟ ସୁପାରିଶ କରିଛନ୍ତି

ବଲାଙ୍ଗିର,ଏନଏନଏସ : ସୁପ୍ରିମକୋର୍ଟର ଜଣେ ଯୁବ ଓକିଲ ଭାବେ ବେଶ ପ୍ରତିଷ୍ଠିତ ହୋଇଥିବା ତଥା ବିଭିନ୍ନ ସମୟରେ ଜନସାଧାରଣଙ୍କ ବଡବଡ ସମସ୍ୟାକୁ ନେଇ ଜନହିକତର…

ମିସେସ୍ ଇଣ୍ଡିଆ ଫାଇନାଲରେ ବ୍ରହ୍ମପୁରର ଶକ୍ତିସ୍ୱରୂପା

ବ୍ରହ୍ମପୁର, ଏନ୍ଏନ୍ଏସ୍ : ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପହଞ୍ôଚଛନ୍ତି ବ୍ରହ୍ମପୁରର ଶ୍ରୀମତୀ ଶକ୍ତିସ୍ୱରୂପା ଦାସ। ଆସନ୍ତା ୧୨…

ହରପିସ୍ ରୋଗର ଅନୁଧ୍ୟାନ ପାଇଁ ୬ ଜଣିଆ କମିଟି ଗଠନ କରାଯାଇଛି – ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ହରପିସ୍ ରୋଗର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ ସେଂଟ୍ରାଲ୍ ଜୁ ର ୬ ଜଣ ବିଶେଷଜ୍ଞଙ୍କୁ ସାମିଲ୍ କରାଯାଇଛି…

ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ –…

ଭୁବନେଶ୍ୱର, ଏନ୍ଏନ୍ଏସ୍ :ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ ବୋଲି କନକ୍ ନ୍ୟୁଜର ୧୦ ବର୍ଷ ପୂର୍ତି ଅବସରରେ ଆୟୋଜିତ…

ଏସବିଆଇ ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଡିଜିଟାଲ ପ୍ଲାଟଫର୍ମରେ…

ଭୁବନେଶ୍ୱର, ଏନ୍ଏନ୍ଏସ୍ : ମୋଦି ସରକାର ବ୍ୟାକିଙ୍ଗ କ୍ଷେତ୍ରରେ ବଡ ପରିବର୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି।…