ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ଘଡଘଡି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ରାଜ୍ୟରେ ବଢିବାରେ ଲାଗିଛି ଗଞ୍ଜେଇ କାରବାର, ଭୁବନେଶ୍ୱର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଗଞ୍ଜେଇ ଜବତ…

ନକଲି ଡାକ୍ତର ନାରେ ପୁଣି ଏକ ନୂଆ ମାମଲା, ମିଛ କହି ଜଣେ ସରକାରୀ ଡାକ୍ତରାଣୀଙ୍କୁ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲମ୍ବୁଛି ନକଲି ଡାକ୍ତରଙ୍କ କଳା କାରନାମା । ପୁଣି ଏକ ନୂଆ ମାମଲା ଆସିଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ । ଗୋହାଟିର ଜଣେ…

ସେନା ସହ ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ଭଳି ବଡ଼ ଓ ଶକ୍ତିଶାଳୀ ଦେଶର ଆକ୍ରମଣ ସତ୍ୱେ ୟୁକ୍ରେନ ମୁଣ୍ଡ ନୁଆଁଇବାର ନାଁ ନେଉନାହିଁ । କୌଣସି ବି ପରିସ୍ଥିତିରେ ସମର୍ପଣ କରିବ ନାହିଁ…

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ

ଭୁବନେଶ୍ବର,ଏନ୍ଏନ୍ଏସ୍: କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ। ଠିକ୍ ଯେମିତି…

କର୍ଲାଖମନ ରାହୁଳ ନଦୀ କୂଳର ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ 

ଦେଓଗାଁ,ଏନ୍‌ଏନ୍‌ଏସ୍‌: ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା ପଞ୍ଚାୟତର କର୍ଲାଖମନ ଗାଁ ନିକଟରେ ଥିବା ରାହୁଳ ନଦୀ ବିରିଘାଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହକୁ…

ସଇଁନ୍ତଲାର ୨୭୨ ବୁଥରେ ଶେଷ ହେଲା ମତଦାନ, ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ 

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତରେ ଶାନ୍ତି ପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛି । ଆଜି ସକାଳୁ ଲମ୍ବା ଲାଇନରେ…

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦୀ ଡକାଇଲେ ବୈଠକ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ…

ଆମେ ଋଷ ଆଗରେ ମୁଣ୍ଡ ନୁଆଁଇବୁନି: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ତରଫରୁ ଆରମ୍ଭ ହୋଇଥିବା ଆକ୍ରମଣ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଏକ ବଡ଼ ବୟାନ ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ…