କୋଶଳ ରାଜ୍ୟ ଦାବିରେ ୧୧ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବେହଳା କରୁଥିବା ଦର୍ଶାଇ ଆଜି ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ କୋଶଳ ରାଜ୍ୟ ଦାବୀ ନେଇ କୋଶଳ…

ହୃଦ୍‌ଘାତରେ ଆଖି ବୁଜିଲେ କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟି

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟିଙ୍କ ପରଲୋକ । ମଙ୍ଗଳବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧…

ସଫଳ ହେଲା ଜାଡେଜାଙ୍କ ଅସ୍ତ୍ରୋପଚାର, ହସ୍ପିଟାଲରୁ ସେୟାର କଲେ ଫଟୋ

ହାଇଦ୍ରାବାଦ,ଏଜେନ୍ସି: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସଫଳ ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅସ୍ତ୍ରୋପଚାର । ଜାଡେଜାଙ୍କ ଆଣ୍ଠୁରେ…

ଦଶହରା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି ବୈଠକ, ମେଢ଼ରେ ଲାଗିବ ଜିପିଏସ୍‌

କଟକ,ଏନ୍ଏନ୍ଏସ୍: ପାର୍ବଣ ଋତୁରେ ମା'ଙ୍କ ଆଗମନ ପାଇଁ ସଜେଇ ହେଲାଣି ସିଲଭର ସିଟି । ୨ ବର୍ଷ ପରେ କୋରୋନା କଟକଣା ମୁକ୍ତ ଦଶହରା ପୂଜା ପାଇଁ ଆରମ୍ଭ ହେଲାଣି…

ଏସିଆ କପ୍‌ ୨୦୨୨: ଶ୍ରୀଲଙ୍କାଠୁ ହାରି ବିଦାୟ ଦ୍ବାରରେ ଭାରତ

ହାଇଦ୍ରାବାଦ,ଏଜେନ୍ସି: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଲଗାତର ଦ୍ବିତୀୟ ପରାଜୟ ହୋଇଛି । ସୁପର ଫୋର ରାଉଣ୍ଡରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଛି ଟିମ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଗସ୍ତରେ ଆସିଥିବା ପଡୋଶୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକଲବ୍ୟ ମଡେଲ ରେସିଡେନସିଆଲ ବିଦ୍ୟାଳୟ ହିରଲିଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ…