ପଶ୍ଚିମ ବଙ୍ଗଳା: ଟିଏମସି ଜାରି କଲା ନିର୍ବାଚନୀ ସ୍ଲୋଗାନ

କୋଲକାତା,ଏଜେନ୍ସି: ପଶ୍ଚିମ ବଙ୍ଗଳାରେ ବିଧାନସଭା ନିର୍ବାଚନ ପାଇଁ ପାଗ ସରଗରମ ହୋଇଛି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ନିର୍ବାଚନ ଅଭିଯାନ ଆରମ୍ଭ…

ରାଜ୍ୟରେ ୭୩ କରୋନା ରୋଗୀ ସୁସ୍ଥ: ସୁନ୍ଦରଗଡ଼ରୁ ସର୍ବାଧିକ ୨୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୭୩ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ରହିଛନ୍ତି। ଫଳରେ ମୋଟ ସୁସ୍ଥ…

୨୪ ନଂ ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ରୋକ

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ନ ହୋଇ ପଡିରହିଛି। ସେହିପରି ଅଦିନିଆ ବର୍ଷା ଏବଂ କୋହଲା ପାଗ ଚାଷୀଙ୍କ…

ତୈଳ ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା 

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ତୈଳ ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି। ସୀତାରମଣ କହିଛନ୍ତି ଯେ, ଏହା ଏକ ଗମ୍ଭୀର ମାମଲା…

୧୮୩ କିଲୋ ଗଞ୍ଜେଇ ଜବତ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଦ୍ୱାରା ଏକ ଅଟୋରିକ୍ସାରୁ ୧୮୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ବୈପାରିଗୁଡ଼ା ଅଞ୍ଚଳରୁ ଜୟପୁର ଆଡ଼କୁ…

ମାସକରେ ୫ ଲକ୍ଷ ଫ୍ରଣ୍ଟଲାଇନ ୱାର୍କର୍ସ ନେଲେଣି କରୋନା ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମାସକ ମଧ୍ୟରେ ୫ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର୍ସ କରୋନା ଟିକା ନେଇ ସାରିଲେଣି। ସେଥିରୁ ପ୍ରଥମ ଲକ୍ଷେ ୫…

ବିବାହରେ ୭ ବର୍ଷ ପରେ ଛାଡ଼ପତ୍ର ଦେବେ କିମ୍ କର୍ଦାସିୟାଁ

ମୁମ୍ବାଇ: ରିୟାଲିଟି ଟିଭି ଷ୍ଟାର କିମ୍ କର୍ଦାସିୟାଁ ତାଙ୍କ ରେପର ସ୍ୱାମୀ କାନ୍ୟେ ବେଷ୍ଟଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ବିବାହର ୭ ବର୍ଷ ପରେ ଏହି…

କଣ୍ଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ : ୩ ମୃତ, ୩ ଗୁରୁତର

ଟାଙ୍ଗୀ,ଏନ୍ଏନ୍ଏସ୍: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ଛିଡ଼ା ହୋଇଥିବା ଏକ କଣ୍ଟେନର ପଛରେ ଆମ୍ବୁଲାନ୍ସ ପିଟି…