ମହାମାରୀ ପାଇଁ ଭାରତକୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ: ଏନ୍‌ଏସ୍‌ଏ ଅଜିତ ଡୋଭାଲ

ପୁଣେ,ଏଜେନ୍ସି: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ମାରାତ୍ମକ ଭାଇରସକୁ ଜାଣିଶୁଣି ଅସ୍ତ୍ର ଭାବେ ବ୍ୟବହାର କରାଯିବାକୁ ନେଇ…

ବଦଳିଲା ଫେସବୁକର ନାମ

ନୂଆଦିଲ୍ଲୀ,ଏଜେନ୍ସି: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ୍ ନିଜର ନାମ ପରିବର୍ତ୍ତନ କରିଛି। ଏଣିକି ବିଶ୍ୱର ଜନତା ଫେସବୁକ୍‌କୁ ‘ମେଟା’ ନାଁରେ ଜାଣିବେ।…

ବୃଦ୍ଧି ହେଲା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,ଏଜେନ୍ସି: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅର୍ଥାତ୍ ତିନି ବର୍ଷ ବଢାଇ ଦେଇଛନ୍ତି କେନ୍ଦ୍ର…

ସୁପରଷ୍ଟାର ରଜନୀକାନ୍ତ ହସ୍‌ପିଟାଲରେ ଭର୍ତ୍ତି

ଚେନ୍ନାଇ,ଏଜେନ୍ସି: ସୁପରଷ୍ଟାର ରଜନୀକାନ୍ତ ଗୁରୁବାର ରୁଟିନ ଚେକ୍‌ଅପ୍‌ ପାଇଁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିନେତାଙ୍କ…

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, ୧୬ ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ରୋମ, ଇଟାଲୀ ଏବଂ ଗ୍ଲାସଗୋ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ୧୬ ତମ…

ମମିତା ମର୍ଡର ମାମଲା, ଆଜି ଆସିବେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଶକ୍ତ ଆଘାତ ଦେଇଛି। ଏହାର ପ୍ରତିବାତରେ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଆଜି…

ରାଜ୍ୟରେ ପ୍ରଥମ ରୋବୋଟିକ୍‌ ସର୍ଜରି ଆରମ୍ଭ: କଟକ ଶାନ୍ତି ହସ୍ପିଟାଲ ଯୋଡ଼ିଲା ନୂଆ…

କଟକ,ଏନ୍ଏନ୍ଏସ୍: ରାଜ୍ୟର ଚିକିତ୍ସା ବିଜ୍ଞାନ ଇତିହାସରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡିଛି କଟକର ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍। ହସ୍ପିଟାଲ ପକ୍ଷରୁ…