ପାସ ଅନିୟମିତତା ଘଟଣାର କାର୍ଯ୍ୟାନୁଷ୍ଠାନ

  • ପୁରୀ: ପୁରୀରେ ଗୁଣ୍ଡିଚା ଯାତ୍ରାବେଳେ ପାସ୍ ଅନିୟମିତତା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ୪ଟି ପାସ୍ ବେଆଇନଭାବେ ବାଣ୍ଟିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।