କଟକରେ ହେବନି ଡଙ୍ଗାଭସା ମହାନଗର By Nitidin On Nov 16, 2021 Share କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ କଟକରେ ଡଙ୍ଗାଭସାକୁ ବାରଣ କରାଯାଇଛି । ଏସଆରସି ଗାଇଡଲାଇନ ଅନୁସାରେ କୌଣସି ନଦୀରେ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । Share