ମହିନ୍ଦ୍ରା ଫାଷ୍ଟ ଚଏସ୍ ହୁଇଲ୍ସ ଲିମିଟେଡ ନୂତନ ପ୍ରାଧିକୃତର ଉଦଘାଟନ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍: ଭାରତର ନମ୍ବର ୧ ମଲ୍ଟି ବ୍ରାଣ୍ଡ ସାର୍ଟିଫିକେଟ୍ ବ୍ୟବହୃତ କାର କମ୍ପାନୀ, ମହିନ୍ଦ୍ରା ଫାଷ୍ଟ ଚଏସ୍ ହୁଇଲ୍ସ ଲିମିଟେଡ୍‌ର ୧୧୦୦ ପ୍ଲସ୍ ଆଉଟଲେଟ୍‌ର ଏକ ନେଟୱାର୍କ ଅଛି। ଯାହାକି ୩୫୦ ପ୍ଲସ୍ ସହରରେ ବ୍ୟାପିଛି। ଯେଉଁଥରେ ମେଟ୍ରୋ, ମିନି ମେଟ୍ରୋ ଏବଂ ଛୋଟ ସହର ଅନ୍ତର୍ଭୁକ୍ତ। କମ୍ପାନୀ ଦୃତ ଗତିରେ ବଢୁଛି ଏବଂ ଦେଶରେ 2 ମିଲିୟନରୁ ଅଧିକ କାର ବିକ୍ରି କରିଛି।

ଏହି ଅତ୍ୟଧିକ ଅସଂଗଠିତ ପ୍ରି-ମାଲିକାନା କାର୍ ସେକ୍ଟରରେ ଏକ ସଂଗଠିତ ଇକୋ ସିଷ୍ଟମ୍ ନିର୍ମାଣ କରିଛି, ଫ୍ରାଞ୍ଚାଇଜ୍, ଗ୍ରାହକ, ଡ଼ିଲର ଏବଂ ଅନୁଷ୍ଠାନ ମଧ୍ୟରେ ବିଶ୍ବାସ ଏବଂ ସ୍ଵଚ୍ଛତାର ଏକ ବୃତ୍ତ ସୃଷ୍ଟି କରିବା। କମ୍ପାନୀ ସର୍ବଭାରତୀୟ ସ୍ତରରେ ଫ୍ରାଞ୍ଚାଇଜି ଚାଳିତ ବ୍ୟବସାୟ ମଡେଲ ସୃଷ୍ଟି କରିଛି, ଏବଂ କାଉଣ୍ଟରରେ ବ୍ୟବହୃତ କାରଗୁଡିକର ଖୁଚୁରା ପଦ୍ଧତିକୁ ରୂପାନ୍ତର କରିବା ପାଇଁ ଏକ ମିଶନରେ ଅଛି।

ମହିନ୍ଦ୍ରା ଫାଷ୍ଟ ଚଏସ୍ ହୁଇଲ୍ସ୍‌ ଲିମିଟେଡ୍‌ ଅନଲାଇନ୍ ନିଲାମ ସ୍ଥାନରେ ବଜାର ଅଗ୍ରଣୀ। ଇ-ଡିଜି ନିଲାମ ପ୍ଲାଟଫର୍ମ ମାଧ୍ୟମରେ ୫ ଲକ୍ଷରୁ ଅଧିକ ନିଲାମ କରିଛି।