ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରେ କର୍ଫ୍ୟୁ କୋହଳ

  • ପୁରୀ: ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରେ ବାହୁଡ଼ା କର୍ଫ୍ୟୁ କୋହଳ କରାଯାଇଛି। ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଦେଖାଇ ସବୁ ଚେକଗେଟ୍ ଦେଇ ଯାଇପାରିବେ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଅନୁମତି ମିଳିଛି।