Browsing Category
ରାଜ୍ୟ
ଅଙ୍ଗନବାଡ଼ି କର୍ମୀଙ୍କ ନିଯୁକ୍ତିରେ ପରିବର୍ତ୍ତନ, ବଦଳିଲା ଶିକ୍ଷାଗତ ଯୋଗ୍ୟତା ଓ ବୟସ…
ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି ଭାବରେ ଶିକ୍ଷାର…
ଆଇଏମ୍ଆଇ ଭୁବନେଶ୍ୱରର ୧୦ମ ବାର୍ଷିକ ଦୀକ୍ଷାନ୍ତ ସମାରୋହ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର ଗର୍ବର ସହିତ ଏହାର ଦଶମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ଆୟୋଜନ କରି…
ଲିଙ୍ଗରାଜ ମନ୍ଦିରରେ ୩ ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ
ଭୁବନେଶ୍ବର,ଏଜେନ୍ସି: ମହାଶିବରାତ୍ରୀରେ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପୁଥିଲା ଚର୍ତୁଃଦିଗ । ଦିନ ଯାକ ଉପବାସ ରହି ମନ୍ଦିର ବେଢାରେ ହଜାର ହଜାର…
ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ, ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ
ବରଗଡ଼,ଏନ୍ଏନ୍ଏସ୍: ଆଜି (ରବିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତ କରିବେ । ପଦ୍ମପୁର ଉପନିର୍ବାଚନ ପରେ ଏହା ମୁଖ୍ୟମନ୍ତ୍ରୀ ପ୍ରଥମ…
ଆଇନ ଶୃଙ୍ଖଳା ସ୍ଥିତି ନେଇ ଶିଶୁଭବନ ଛକରେ ବିଜେପି ଯୁବମୋର୍ଚ୍ଚା
ଭୁବନେଶ୍ବର,ଏନ୍ଏନ୍ଏସ୍: ନବ ଦାସ ହତ୍ୟାକାଣ୍ଡ ପରଠାରୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ଆନ୍ଦୋଳନ ଜାରି ରଖିଛି ବିଜେପି…
ମନ୍ତ୍ରୀ ଏବଂ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍, ପଞ୍ଚାୟତିରାଜ ଫଣ୍ଡରେ ହାତ…
ଭୁବନେଶ୍ବର,ଏନ୍ଏନ୍ଏସ୍: ଶିଶୁ ଓ ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ଶିଶୁ ଓ ମହିଳା ଅନୁକୁଳ ଗ୍ରାମ ପଞ୍ଚାୟତ ଗଠନକୁ ନେଇ ଜାତୀୟ କର୍ମଶାଳା ଅନୁଷ୍ଠିତ…
ନିଯୁକ୍ତିକୁ ଗୁରୁତ୍ୱ: ୧୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ…
ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ୧୯ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୭ଟି ପ୍ରକଳ୍ପ…
ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ: କେନ୍ଦ୍ର…
ଭୁବନେଶ୍ବର,ଏନ୍ଏନ୍ଏସ୍: ବଜେଟ ପରବର୍ତ୍ତୀ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ବରରେ ଆୟୋଜିତ…
ବରଗଡରେ ବୀଭତ୍ସ ହତ୍ୟାକାଣ୍ଡ, ଝରଣାରେ ଗାଧେଇବାକୁ ଯାଇଥିବା ମହିଳାଙ୍କୁ ନିର୍ମମ ହତ୍ୟା
ବରଗଡ,ଏନ୍ଏନ୍ଏସ୍: ବରଗଡରେ ବୀଭତ୍ସ ହତ୍ୟାକାଣ୍ଡ । ରକ୍ତ ରଞ୍ଜିତ ହେଲା ଝରଣାର ସ୍ରୋତ । ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ନିର୍ମମ ହତ୍ୟା ।…
ଭୁବନେଶ୍ଵରରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ, ବିମାନବନ୍ଦରରେ ସ୍ୱାଗତ କଲା ବିଜେପି
ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ଵର ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି (ଗୁରୁବାର) ସଂଧ୍ୟାରେ ସେ ବିମାନ ବନ୍ଦରରେ ପହଞ୍ଚିବା…