Browsing Category
ଦେଶ- ବିଦେଶ
ଆଜି ସିବିଆଇରେ ହାଜର ହେବେ କେଜ୍ରିୱାଲ
ନୂଆଦିଲ୍ଲୀ,ଏଜେନ୍ସି: ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ସୁପ୍ରିମୋଙ୍କୁ…
ଉତ୍ତରପ୍ରଦେଶରେ ୧୪୪ ଧାରା ଲାଗୁ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଲକ୍ଷ୍ନୌ,ଏଜେନ୍ସି: ମାଫିଆରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ଓ ଭାଇ ଅଶରଫ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଗତକାଲି(ଶନିବାର) ରାତିରେ…
କୋଲରରେ ବୟାନ ଦେଇ ଗଲା ସାଂଦସ ସଦସ୍ୟତା, ଏବେ ସେଠାରୁ ହିଁ କରିବେ ନିର୍ବାଚନ ପ୍ରଚାର
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋଲାରରୁ ପ୍ରଚାର ଆରମ୍ଭ କରିବେ । ଏଥିରେ କଂଗ୍ରେସ ଅଧ୍ୟକ୍ଷ…
ଅମୃତପାଲ ସିଂହର ବନ୍ଧୁ ଜୋଗା ସିଂହ ଗିରଫ
ପଞ୍ଜାବ: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହର ବନ୍ଧୁ ଜୋଗା ସିଂହକୁ ପଞ୍ଜାବ ପୁଲିସ ଗିରଫ କରିଛି । ଏନେଇ ପଞ୍ଜାବ ଡିଆଇଜି ନରିନ୍ଦର ଭାର୍ଗବ ସୂଚନା ପ୍ରଦାନ…
ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ
ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଆକ୍ରମଣର ଶିକାର ହୋଇଛନ୍ତି । ଫୁମିୟୋ ପଶ୍ଚିମ ଜାପାନର ବନ୍ଦରଗାର ପରିଦର୍ଶନ କରିବାକୁ…
କେଜ୍ରିୱାଲଙ୍କ ସମର୍ଥନରେ ବିଜେପିକୁ ନୀତିଶଙ୍କ ଟାର୍ଗେଟ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଘୋଟାଲା ମାମଲାରେ ସିବିଆଇ ସମନ କରିଛି । ଏନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୧୩ଟି ଆଞ୍ଚଳିକ ଭାଷାରେ CAPF କନଷ୍ଟେବଳ ପରୀକ୍ଷା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ CAPF କନଷ୍ଟେବଳ ପରୀକ୍ଷାକୁ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କରିବାକୁ ଗୃହ…
ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍: ୧୨ ମୃତ, ୨୫ରୁ ଅଧିକ ଆହତ
ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…
ୟୁକ୍ରେନ୍ ଉପରେ ଋଷର ମିଶାଇଲ ମାଡ, ୮ ମୃତ
କିଭ,ଏଜେନ୍ସି: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଲଢେଇର ସମାପ୍ତି ହେଉ ନାହିଁ । ଆଜି ଯାଏଁ ମଧ୍ୟ ଘମାଘୋଟ ଲଢେଇ ଜାରି ରହିଛି । ଇତି ମଧ୍ୟରେ ପୁଣି…
ଭାରସାମ୍ୟ ହରାଇ ବସକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୬ ମୃତ
ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବସ ମୁହାଁମୁହିଁ ଧକ୍କାରେ ଚାଲିଗଲା ୬ଜଣଙ୍କ ଜୀବନ । ଗତକାଲି(ଶୁକ୍ରବାର)…