Browsing Category
ଦେଶ- ବିଦେଶ
ଜଳିଗଲା ଚଣ୍ଡିଗଡ଼-କୋଚୁବେଲୀ ଏକ୍ସପ୍ରେସ୍ର ପାୱାର ବଗି
ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଦିପହରରେ ନୂଆଦିଲ୍ଲୀ ରେଳଷ୍ଟେସନରେ ୮ନଂ ପ୍ଲାଟ୍ଫର୍ମରେ ଛିଡ଼ା ହୋଇଥିବା ଏକ ଟ୍ରେନ୍ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା।…
ଇଷ୍ଟର୍ଣ୍ଣ ଫୋରମ୍ ଶୀର୍ଷସମ୍ମିଳନୀ, ରୁଷିଆକୁ ୧୦୦ କୋଟି ଡଲାର ଋଣ ଦେବ ଭାରତ
ଭ୍ଲାଦିଭୋସ୍ତକ,ଏଜେନ୍ସି : ରୁଷିଆର ଭ୍ଲାଦିଭୋସ୍ତକ ଠାରେ ଇଷ୍ଟର୍ଣ୍ଣ ଫୋରମ୍ ଶୀର୍ଷ ସମ୍ମିଳନୀ(ଇଇଏଫ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ…
ବୁଡ଼ାଜାହାଜ ନିର୍ମାଣ କରିବେ ଭାରତ-ରୁଷିଆ
ନୂଆଦିଲ୍ଲୀ: ନୌସେନାକୁ ଶକ୍ତିଶାଳୀ କରି ଗଢ଼ିତୋଳିବା ପାଇଁ ଭାରତ-ରୁଷ ମିଳିତ ଭାବେ ଅତ୍ୟାଧୁନିକ ବୁଡାଜାହାଜ ନିର୍ମାଣ କରିବେ। ରାଷ୍ଟ୍ରପତି ଭ୍ଲାଡିମୀର…
‘ଆଝାର ଓ ହାଫିଜ’ ଆତଙ୍କୀ ଘୋଷଣାକୁ ଆମେରିକାର ସମର୍ଥନ
ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଲସ୍କର-ଇ-ତୋଏବା ମୁଖ୍ୟ ହାଫିଜ୍ ସୟିଦ୍, ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର, ଜାକିଉର ରହମନ…
ଭୂଷଣ ପାୱାରର ନିଲାମ ପାଇଁ ଜେଏସଡବ୍ଲ୍ୟୁକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଋଣବୋଝରେ ଦେବାଳିଆ ହୋଇପଡ଼ିଥିବା ଭୂଷଣ ପାୱାର୍ ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ)କୁ ନିଲାମ କରାଯିବ। ଏଥିପାଇଁ ବିଭିନ୍ନ କମ୍ପାନୀଙ୍କ…
ଯାତ୍ରା ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ଇଣ୍ଡେକ୍ସରେ ଭାରତର ସ୍ଥାନ ୩୪
ବୈଷୟିକସ୍ତରରେ ଯାତ୍ରା ଏବଂ ପର୍ଯ୍ୟଟନକୁ ନେଇ ଭାରତର ସ୍ଥିତି କ୍ରମଶଃ ବଦଳିବାରେ ଲାଗିଛି। ଏହା ଅନ୍ତର୍ଗତ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲ୍ୟୁଇଏଫ୍) ତରଫରୁ…
ଭୁଶୁଡ଼ିଲା ୩ ମହଲା କୋଠା, ୧ ମୃତ
ଗୁଜୁରାଟ,ଏନ୍ଏନ୍ଏସ୍: ଗୁଜୁରାଟର ଅହମଦାବାଦରେ ଏକ ୩ମହଲା କୋଠା ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୪ରୁ ୫ଜଣ ଫଶି…
ବର୍ଷାରେ ବେହାଲ ମୁମ୍ବ।ଇ, ରାସ୍ତାରେ ଫଶି ରହିଛି ଗାଡ଼ି
ମୁମ୍ବଇ,ଏଜେନ୍ସି: ବର୍ଷାରେ ବେହାଲ ହୋଇଯାଇଛି ମୁମ୍ବ।ଇ। ପ୍ରବଳ ବର୍ଷା ଯୋଗୁଁ ମୁମ୍ବ।ଇ ଜଳମଗ୍ନ ହୋଇଯାଇଛି। ଫଳରେ ରାସ୍ତାରେ ଯାତାୟାତ ସମ୍ଭବପର ହେଉନାହିଁ।…
ଚିଦାମ୍ବରଙ୍କୁ ବଡ଼ ଝଟକା, ମିଳିଲାନି ଆଗୁଆ ଜାମିନ
ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମ କୋର୍ଟରୁ ମିଳିଛ ଏକ ବଡ଼ ଝଟକା। ତାଙ୍କୁ…