Browsing Category

ଜିଲ୍ଲା

ଲାଞ୍ଜିଗଡ଼ ଯୁବକଙ୍କ କେରଳରେ ମୃତ୍ୟୁ ଘଟଣା, ଭିଟାମାଟିକୁ ଫେରିଲା ଶବ

କଳାହାଣ୍ଡି,ଏନ୍ଏନ୍ଏସ୍: ନୂତନ ବର୍ଷରେ କେରଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । କେରଳର ଭିନ୍ନ ଭିନ୍ନ…

ପଡିଆ ବ୍ଲକ ଗସ୍ତ କଲେ ଜିଲ୍ଲାପାଳ : ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କଲେ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଓ ମାଓପ୍ରବଣ ପଡିଆ ବ୍ଲକର ଦୁର୍ଗମ ଅଂଚଳକୁ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ…

ଉତ୍କଳ ଆଲୁମିନାର ଖଣି ଅଚଂଳରେ ନିଯୁକ୍ତି ଦାବୀ କରି ଗିରଫ ହେଲେ ୩୪ ମହିଳା

ରାୟଗଡ଼ା,ଏନ୍ଏନ୍ଏସ : ଉତ୍କଳ ଆଲୁମିନା ପରିଷରରେ ପୁଣି ଦେଖା ଦେଇଛି ଉତେଜନା । ଉତ୍କଳ ଆଲୁମିନା ଅଧିକାରିଙ୍କୁ ଆକ୍ରମଣ ଅଭିଯୋଗରେ ଅଣ୍ଡିରାକଚଂ ପୁଲିସ ୩୪…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ : ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ…

ବରଗଡ଼,ଏନ୍ଏନ୍ଏସ୍ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ôଚଛି। ଗୋପପୁରରେ ୫ମ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଶାପଗ୍ରସ୍ତ…

ନାଗରିକତା ସଂଶୋଧନ ଆଇନ ଭାରତର ସଂଖ୍ୟାଲଘୁଙ୍କ ସହ କୌଣସି ସମ୍ପର୍କ ନାହିଁ : ବଳଭଦ୍ର…

ମାଲକାନଗିରି,ଏନ୍ଏନ୍ଏସ୍ : ନାଗରିକତା ସଂଶୋଧନ ଆଇନରେ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ଥାନରେ ପିଡ଼ିତ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା…

ଝିଅକୁ ପ୍ରେମିକ ସଂଗେ ଯିବାକୁ ବାରଣ କଲା ମା’ ଆଉ ତା’ପରେ

ରାଉରକେଲା,ଏନ୍ଏନ୍ଏସ୍: ନିଜ ନାବାଳିକା ଝିଅକୁ ପ୍ରେମିକ ସଙ୍ଗେ ଯିବାକୁ ବାରଣ କରିବା ଓ ସେ ନ ମାନିବାରୁ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ…

ନିଖୋଜର ମାସକ ପରେ ଖୋଲିଲା ରହସ୍ୟ : ସାଇକେଲ୍ ପାଇଁ ହତ୍ୟା, ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ଦଶମନ୍ତପୁର-ଚିକାମ୍ବ ରାସ୍ତାର ଧର୍ମାଗଡ଼ା ଗ୍ରାମର ତିତିଝୋଲା ନାଳ ନିକଟରେ ମିଳିଥିବା ନର କଙ୍କାଳର ପରିଚୟ ମିଳିଥିବାବେଳେ ପୁଲିସ…