ବିଧାୟକଙ୍କ ନିଆରା ପ୍ରଦର୍ଶନ: କିଏ ସାଇକେଲରେ, ତ କିଏ ଚୁଲି ଧରି ବିଧାନସଭା ପହଞ୍ଚିଲେ

ପାଟଣା: ବିହାର ବିଧାନସଭାର ବଜେଟ ଅଧିବେସନ ଆଜିଠୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରିବା ଲାଗି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ଏକ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ବୁଧବାର ଦିନ ଦେହାନ୍ତ ହୋଇଥିଲା। ଆଜି ସ୍ୱର୍ଗତ…

ପୁଣି ଧରାପଡ଼ିଲା ଆନ୍ଧ୍ରର ଚାଲ, ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ମାଣ କରୁଛି ରାସ୍ତା ଓ ବ୍ରିଜ

ରାୟଗଡ଼ା,ଏନ୍ଏନ୍ଏସ୍: କୋଟିଆ ପରେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ସାନଲୁକୁଟି ଗାଁ ଉପରେ। ଆନ୍ଧ୍ର ସରକାର ଓଡ଼ିଶାର ସୀମାରେ…

ବାହାଘର ଭୋଜି ଖାଇ ୮୦ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାର ଏକ ବାହାଘରରେ ଅତିଥିମାନେ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ବିବାହ ଭୋଜି ଖାଇ ବର ସମେତ ୮୦ ଜଣ ଅତିଥି ଅସୁସ୍ଥ ହୋଇ…

ବନ୍ଧା ହେଲେ ଶିକ୍ଷକ, ଜାଲ୍ ସାର୍ଟିଫିକେଟ୍ ଦେଇ କରିଥିଲେ ଚାକିରି

ନବରଙ୍ଗପୁର,ଏନ୍ଏନ୍ଏସ୍: ନକଲି ସାର୍ଟିଫିକେଟ ଦେଇ ଦୀର୍ଘ ୬ ବର୍ଷ ହେଲା ଶିକ୍ଷକତା କରିଆସୁଥିଲେ। ଆଜି ବନ୍ଧା ହୋଇ ଜେଲ ଗଲେ ଶିକ୍ଷକ। ଏଭଳି ଏକ ଘଟଣା…

ଭାରତ-ଅଷ୍ଟ୍ରେଲିଆ ସର୍କୁଲାର ଇକୋନୋମିକ୍ ହାକାଥନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଓ ଅଷ୍ଟ୍ରେଲିଆ ସର୍କୁଲାର ଇକୋନୋମିକ୍ ହାକାଥନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ…