ଉନ୍ମତ୍ତ ଯୁବକର ଡାକ୍ତରଙ୍କୁ ଛୁରାମାଡ଼

  • ଭୁବନେଶ୍ୱର: ଜାଗମରାରେ ଜଣେ ଉନ୍ମତ୍ତ ଯୁବକଙ୍କ ଛୁରାମାଡ଼ରେ ଡାକ୍ତର ଆହତ ହୋଇଛନ୍ତି। ସମ୍ପୃକ୍ତ ଯୁବକ ଡାକ୍ତରଙ୍କ ବାଇକ୍ ସିଟ ଛିଣ୍ଡାଇବା ସହ ଟାଙ୍କି ଭାଙ୍ଗିଦେଲା। ଆକ୍ରମଣରେ ଆହତ ଡାକ୍ତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛି।