ଅନଲାଇନରେ ଶ୍ରୀକୃଷ୍ଣ ପୋଷାକ ପ୍ରତିଯୋଗିତା ଭାଗ ନେଇଛନ୍ତି: ଏ. ଅଭିଳାଷ ପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନ୍ମାଷ୍ଟମୀ ଲାଗି ସ୍କୁଲରେ ଅନେକ ଛୋଟ ପିଲାମାନେ ଶ୍ରୀକୃଷ୍ଣ ପୋଷାକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏ. ଅଭିଳାଷ ପାତ୍ର, ୟୁକେଜି-ଏ, ପ୍ରଭୁଜୀ ଇଂରାଜୀ ମିଡ଼ିୟମ ସ୍କୁଲରେ ପଢ଼ନ୍ତି। ଜନ୍ମାଷ୍ଟମୀ ପ୍ରତିଯୋଗିତା ପାଇଁ ଘରେ ଶ୍ରୀକୃଷ୍ଣ ପୋଷାକ ପିନ୍ଧି ଫଟୋ ଉଠାଇ ସ୍କୁଲକୁ ପଠାଇଥିଲେ। ଘରେ ବିଭିନ୍ନ ଶ୍ରୀକୃଷ୍ଣ ପୋଷାକରେ ଫଟୋ ଉଠାଇ ସ୍କୁଲକୁ ପଠାଯାଏ ଏବଂ ସ୍କୁଲ କ୍ରତ୍ତୃପ୍ରକ୍ଷ ଶ୍ରୀକୃଷ୍ଣ ପୋଷାକ ଫଟୋ ଦେଖି ବିଜେତା ଘୋଷଣା କରିଥାନ୍ତି।