ମାଷ୍ଟରକ୍ୟାଣ୍ଟିନ ଛକରେ ଗଣ୍ଡଗୋଳ

  • ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟକ୍ୟାଣ୍ଟିନ ଛକରେ ଗଣ୍ଡଗୋଳ ହୋଇଛି। ଗଣ୍ଡଗୋଳ ଓ ମାରପିଟରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଜଣେ ସ୍ଥାନୀୟ ଯୁବକଙ୍କ ସହ କିଛି ଯୁବତୀଙ୍କ ମାରପିଟ୍ ହୋଇଛି। ଖାରବେଳ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।