୧୩୦ ଗ୍ରାମର ବ୍ରାଉନ ସୁଗାର ଜବତ କଲା ସହିଦ ନଗର ପୁଲିସ : ୨ ଗିରଫ

ଭୁବନେଶ୍ୱର ଏନ୍ଏନ୍ଏସ୍: ସହିଦନଗର ପୁଲିସ ୧୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।