ବିଟ୍‌କଏନ୍‌ରେ ୮% ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: କ୍ରିପ୍ଟୋକରେନ୍ସି ବଜାର ଆଜି ପୁଣିଥରେ ପୂର୍ବ ଚମକ୍ ଫେରିପାଇଛି। କ୍ରିପ୍ଟୋ ମଧ୍ୟରେ ସବୁଠୁ ପ୍ରସିଦ୍ଧ ବିଟ୍‌କଏନ୍ ଆଜି ୮% ପର୍ଯ୍ୟନ୍ତ ବୃଦ୍ଧି ଘଟି ୫୦ ହଜାର ଡଲାର୍ ପାର୍ କରିଛି। ଟପ୍ ଡିଜିଟାଲ୍ କଏନ୍ ମଧ୍ୟରୁ ୯ଟି କଏନ୍‌ର କାରବାର ବୃଦ୍ଧି ଘଟିଛି। ଗତ ସପ୍ତାହର ହ୍ରାସ ପରେ ନିବେଶକମାନେ ଅଧିକ ମାତ୍ରାରେ ନିବେଶ କରିବା ଆରମ୍ଭ କରିଛନ୍ତି।