ଭିଜିଲାନ୍ସ ଜାଲରେ ସୁନାବେଡ଼ା ଏନ୍‌ଏସି ଆସିଷ୍ଟାଣ୍ଟ ଇଞ୍ଜିନିୟର, ୬ଟି ସ୍ଥାନରେ ଚାଲିଛି ରେଡ୍‌

କଟକ,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ସୁନାବେଡ଼ା ଏନ୍‌ଏସି ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ର। ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍‌ ଚାଲଇଛି।

ଭୁବନେଶ୍ୱର ପୋଖରୀପୁଟ କୋନିକା ଆପାର୍ଟମେଣ୍ଟରେ ରହିଛି ଫ୍ଲାଟ୍‌। ବ୍ରହ୍ମପୁର ଶକ୍ତିନଗରରେ ଅଛି ଦୁଇ ମହଲା ଘର । ଚଢ଼ାଉରେ ସାମିଲ ଅଛନ୍ତି ୫ ଡିଏସପି, ୮ ଇନିସପେକ୍ଟରଙ୍କ ଭିଜିଲାନ୍ସ କର୍ମଚାରୀ।