ୟୁପିଏସି ପରିକ୍ଷା ଘୁଞ୍ଚିଲା ଦେଶ- ବିଦେଶ By Nitidin On May 13, 2021 Share ନୂଆଦିଲ୍ଲୀ: କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଭିଲ ସର୍ଭିସ (ପ୍ରିଲିମନାରୀ) ପରିକ୍ଷା ଘୁଞ୍ଚିଯାଇଛି। ଫଳରେ ଜୁନ ୨୭ରେ ହେବାକୁ ଥିବା ପରିକ୍ଷା ଅକ୍ଟୋବର ୧୦ରେ ହେବ। ଏନେଇ ୟୁପିଏସି ସୂଚନା ପ୍ରଦାନ କରିଛି। Share