ମହାରାଷ୍ଟ୍ର ପରେ ବିହାରରେ ବଢ଼ିଲା ଲକଡାଉନ

ପାଟନା: ବିହାରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଅବଧି ବଢ଼ାଇବାର ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ବିହାରରେ ଆଗାମୀ ୧୦ ଦିନ ଅର୍ଥାତ୍ ୧୬ରୁ ମେ’ ୨୫ ପର୍ଯ୍ୟନ୍ତ ବଢ଼ାଯାଇଥିବା ଜଣାପଡ଼ିଛି।