ପଦରସାହି ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତର ୮ ନମ୍ବର ୱାଡ଼ର ପଦର ସାହିରେ ଆଜି ଏକ ସ୍ୱଚ୍ଛାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ଼ ମେମ୍ବର ପ୍ରଫୁଲ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦ୍ୱିତିକୃଷ୍ଣ କହଁର , ଅନନ୍ତ କହଁର, ଗୋଲକ ବିହାରୀ କହଁର , ନିଳକଣ୍ଠ କହଁର , ଅଭିମନ୍ୟୁ କହଁର, ପ୍ରଶାନ୍ତ ଦେହୁରୀ , ମୀନତି କହଁର , ନଲିନୀ କହଁର ଓ ଅନ୍ୟମାନେ ସାମିଲ୍ ଥଲେ।