କାଲି ରାଜ୍ୟ କ୍ୟାବିନେଟ ବୈଠକ

  • ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଶ୍ରୀମନ୍ଦିର ହେରିଟେଜ କରିଡର ଟେଣ୍ଡରକୁ ଏଥିରେ ଅନୁମୋଦନ ମିଳିପାରେ। ବୈଠକରେ ଖେଳ ସଂକ୍ରାନ୍ତୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ।