କଟକରେ ୩ଟି କୋର୍ଟ ହେଲା କଣ୍ଟେନମେଣ୍ଟ ମହାନଗର By Nitidin On Jan 14, 2022 Share କଟକ,ଏନ୍ଏନ୍ଏସ୍: କଟକରେ ୩ଟି କୋର୍ଟ ପରିସର ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିରେ ସିଭିଲ, ଏସଡିଜେଏମ୍ ଓ ଜିଲ୍ଲା ଦୌରାଜଜ୍ ସାମିଲ ରହିଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ନେଇ ସିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। Share