ବାଗଡିହିରେ ରାଣି ସତୀ ମଙ୍ଗଳପାଠ ସମ୍ପନ୍ନ

ଝାରସୁଗୁଡା,କିର୍ମିରା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ବାଗଡିହି ଗ୍ରାମରେ ରାଣୀ ସତୀ ମଙ୍ଗଳପାଠ ସମ୍ପନ୍ନ ହୋଇଛି। ଗ୍ରାମର ମଙ୍ଗଳ ପାଇଁ ରାମନାଥ ଗିରଧାରୀଲାଲ ପରିବାର ପକ୍ଷରୁ ଏହି ପୂଜାର ଆୟୋଜନ କରାଯାଇ ରାଣୀସତୀ ମଙ୍ଗଳ ପାଠ କରାଯାଇଛି। ଏହି ଅବସରରେ ଜୟନ୍ତ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ ପରିବାର ବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।