Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରଥଯାତ୍ରା ସ୍ଥଗିତ ପ୍ରତିବାଦରେ ଆଜି ପୁରୀ ଜିଲ୍ଲାରେ ବନ୍ଦ ପାଳନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରଥଯାତ୍ରା ସ୍ଥଗିତ ପ୍ରତିବାଦରେ ଆଜି ପୁରୀ ଜିଲ୍ଲାରେ ବନ୍ଦ ପାଳନ

ପୁରୀ,ଏନ୍ଏନ୍ଏସ୍: ଗତକାଲି ସୁପ୍ରିମକୋର୍ଟ ପକ୍ଷରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସ୍ଥଗିତ ପାଇଁ ରାୟ ଶୁଣାଣି ପରେ ଆଜି ଏହାର ପ୍ରତିବାଦରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ସେନା ସୁପ୍ରିମକୋର୍ଟଙ୍କ ରାୟରେ ରାଜ୍ୟ ସରକାର କ’ଣ ଉପସ୍ଥାପନ କରିଥିଲେ ବୋଲି ପ୍ରଶ୍ନ କରିଛି। ଏଥିସହିତ ରାଜ୍ୟରେ କରୋନା ସମୟରେ ସମସ୍ତ ଦୋକାନ ବଜାର ଖୋଲାଯାଉଥିବା ବେଳେ କାହିଁକି ରଥଯାତ୍ରା ସ୍ଥଗିତ ରଖାଗଲା ସେ ନେଇ ପ୍ରଶ୍ନ କରିଛି। ଏହି ବନ୍ଦ ଡାକରାରେ ପୁରୀର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ସ୍ଥଗିତ ରାୟକୁ ନେଇ ଆଜି ଦିନ ୧୧ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବୈଠକ ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ପୁରୀ ଜିଲ୍ଲାପାଳ, ଏସପି ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।