ପ୍ଲାଜମା ଦେଲେ ଯୁବ ଆଇପିଏସ୍

ଫୁଲବାଣୀ, ଏନ୍ଏନ୍ଏସ୍:କନ୍ଧମାଳ ଜିଲ୍ଲାରେ ତାଲିମ୍ ନେଉଥିବା ଯୁବ ଆଇପିଏସ୍ ଅଫିସର ଅଭିନଭ୍ ସୋଙ୍କର କଟକସ୍ଥିତ ଏସସିବି ମେଡ଼ିକାଲରେ ପ୍ଲଜମା  ଦାନ କରିଛନ୍ତି। ଏହି ଅବସରରେ କନ୍ଧମାଳ ଏସପି ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଗତ କିଛିମାସ ହେଲା କନ୍ଧମାଳରେ ତାଲିମ୍ ନେଉଥିବା ବେଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ସୁସ୍ଥପରେ ସେ ପୁଣିଥରେ ଗତ କିଛିଦିନ ହେଲା କାର୍ଯ୍ୟରେ ଯୋଗଦେଇଥିଲେ।