ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେବେ। ଏ ନେଇ ଦିଲ୍ଲୀର ତାଲକୋଟାଷ୍ଟାଡିୟମ୍ଠାରେ ଦିନ ୧୧ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ କ୍ଲାସ ନେବେ ମୋଦୀ। ଏହି ଅବସରରେ ପରୀକ୍ଷାର୍ଥୀ ପ୍ରଶ୍ନ ପଚାରିବେ ଓ ତାହାର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ।
