ରାଜଧାନୀରେ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ମଧ୍ୟସ୍ଥଳ ବାପୁଜୀନଗର ମାର୍କେଟରେ ଟ୍ରାଫିକ୍ ବ୍ୟବସ୍ଥାକୁ କଟକଣା କରାଯାଇଛି । ଆଜି ଠାରୁ ଏହା ଲାଗୁ କରାଯାଇଛି । ରାସ୍ତା କଡ଼ରେ ବାଇକ୍ ରଖିଲେ ୧ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । ସପ୍ତାହରେ ତିନି ଦିନ ରାସ୍ତାର ଡାହାଣ ପାଶ୍ୱର୍ରେ ଅନ୍ୟ ତିନି ଦିନ ବାମ ପାଶ୍ୱର୍ରେ ବାଇକ୍ ରଖାଯିବ । ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।