ଗାଜିୟାବାଦର ଇନ୍ଦିରାପୁରମ ବସ୍ତି ଅଞ୍ଚଳରେ ଭୀଷଣ ନିଆଁ,୧୦ ଗାଈ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିୟାବାଦସ୍ଥିତ ଇନ୍ଦିରାପୁରମ ବସ୍ତି ଅଞ୍ଚଳରେ ଭୀଷଣ ନିଆଁ ଲାଗିଛି । ଫଳରେ ୧୦୦ ଗାଈ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଗାଜିୟାବାଦ ଡୀଏମ ଏବଂ ଏସଏସପୀ ମଧ୍ୟ ପହଂଚି ଘଟଣାର ଯାଞ୍ଚ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।