ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ଠାରୁ ଲୁଟ ସୂଚନା। ଗୁରୁତର କର୍ମଚାରୀ ଜଣଙ୍କ ବୋଡ଼କ ପଞ୍ଚାୟତର ପ୍ରମୋଦ ଭଞ୍ଜ। ତିହିଡି ୟୁକୋ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଉଥିବା ବେଳେ ତାଙ୍କୁ ମାରଣାତ୍ମକ ଆକ୍ରମଣ କରି ଲୁଟ କଲେ ୩ ଜଣ ଦୁର୍ବୁତ୍ତ।
ବିନା ନମ୍ବର ପ୍ଲେଟ ବାଇକରେ ଆସି ଜିଝାରପୁର ରେଳ ଲାଇନ ପାଖରୁ ଟଙ୍କା ଲୁଟି ନେଇଥିବା ସୂଚନା ଦିଆଯାଇଛି।