କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ
ବର୍ଷା ଯୋଗୁଁ ପିପି ସେଣ୍ଟରରେ ପଶିଲା ଡ୍ରେନ ପାଣି
କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ଟି ସଚିବ ଭି.କେ ପାଣ୍ଡିଆନ ସୋମବାର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରୁଥିବାବେଳେ ହସ୍ପିଟାଲର ପିପି ସେଣ୍ଟରର ବାହାରେ ଓ ଭିତରେ ଡ୍ରେନ ପାଣି ପଶିଥିବା ଦେଖାଯାଇଛି। ଫଳରେ ପାଣି ଘେରରେ ମେଡ଼ିକାଲର କିଛି ଷ୍ଟାପ ଫଶି ରହିଛନ୍ତି।
