ସରୋଜ ସେଠୀକୁ ଗିରଫ କଲା ଏସଆଇଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରିଛି ଏସଆଇଟି । ଆଜି ଅଭିଯୁକ୍ତ ସରୋଜ ସେଠୀ ନିଜ ଗାଁ କୁ ଯାଇ ହତ୍ୟାର ଡେମୋ ଦେଖାଇଥିବା ବେଳେ ଏହି ମାମଲାରେ ତାଙ୍କୁ ଗିରଫ କରିଛି ଏସଆଇଟି  । ପ୍ରକାଶ ଯେ, ଗତ ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଖାଇବାକୁ ପରୀ ଯାଇଥିବାବେଳେ ଏପରି ହତ୍ୟାକାଣ୍ଡ ଘଟିଥିଲା।