ଶତ ପ୍ରତିଶତ ଦର୍ଶକୀୟ କ୍ଷମତା ସହ ବାରବାଟୀରେ ଟି-ଟ୍ୱୋଣ୍ଟି ମ୍ୟାଚ

କଟକ,ଏନ୍‌ଏନ୍‌ଏସ୍‌: ବାରବାଟୀରେ ହେବାକୁ ଥିବା ଟି-ଟ୍ୱୋଣ୍ଟି କ୍ରିକେଟ ମ୍ୟାଚରେ ଶତ ପ୍ରତିଶତ ଦର୍ଶକୀୟ କ୍ଷମତା ରହିବ । ଏନେଇ ବିସିସିଆଇ ଅନୁମତି ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ଜୁନ୍ ୧୨ରେ ବାରବାଟୀରେ ଭାରତ ଓ ଦକ୍ଷିଶ ଆଫ୍ରିକା ମଧ୍ୟରେ ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳାଯିବ ।