ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର

  • ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଏନେଇ ୩ ଜଣଙ୍କ ପକ୍ଷରୁ ପିଟିସନ୍ ଦାଏର ହୋଇଛି। ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର ପିଟିସନ ଦାଖଲ କରିଛନ୍ତି। କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀରେ ଦେ’ ପିଟିସନ ଦାଏର କରିଛନ୍ତି। ସେହିପରି ପୁରୀ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପିଟିସନ ଦାଖଲ କରିଛନ୍ତି।