ପୂର୍ଣ୍ଣ କ୍ଷମତା ସହ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ: ଘରୋଇ ବିମାନ ଏବେ ଶହେ ପ୍ରତିଶତ କ୍ଷମତା ସହ ଉଡ଼ାଣ ଭରିବ।  ଏନେଇ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି।

ଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିମାନରେ ଯାତ୍ରୀଙ୍କ କ୍ଷମତା ଉପରେ ରୋକ ଲଗାଇଥିଲେ। ଗତ ମାସ ୧୮ ତାରିଖରୁ ୮୫ ପ୍ରତିଶତ କ୍ଷମତା ସହ ଉଡ଼ାଣ ଭରିବାକୁ ଅନୁମତି ପ୍ରଦାନ କରିଥିବାବେଳେ ଏବେ ଏହାକୁ ୧୦୦ ପ୍ରତିଶତ କରି ଦେଇଛନ୍ତି।