Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କରୋନା ଗତ ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କରୋନା ଗତ ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ସପ୍ତମ ଏସବିଆଇ ବ୍ୟାଙ୍କିଙ୍ଗ୍ ଏବଂ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଭିଡିଓ କନଫ୍ରେନ୍ସିଂ ଜରିଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆର୍ଥିକ ଜଗତ ସହ ଜଡ଼ିତ ବହୁ ହସ୍ତୀ ସାମିଲ ହୋଇଥିଲେ। କନକ୍ଲେଭର ଥିମ ‘ବିଜନେସ ଓ ଅର୍ଥବ୍ୟବସ୍ଥା ଉପରେ କରୋନାର ପ୍ରଭାବ’ ରଖାଯାଇଥିଲା। ଏହି ଅବସରରେ ଶକ୍ତିକାନ୍ତ କହିଛନ୍ତି କି, ‘କରୋନା ଗତ ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ। ଯଦ୍ୱାରା ଉତ୍ପାଦନ ଓ ଚାକିରି ଉପରେ ଖରାପ ପ୍ରଭାବ ପଡ଼ିଛି। ସମଗ୍ର ବିଶ୍ୱରେ ଏହା ମହଜୁଦ ବ୍ୟବସ୍ଥା, ଶ୍ରମ ଓ କ୍ୟାପିଟାଲ ଗତିବିଧି କମ୍ କରିଛି।

ଶକ୍ତିକାନ୍ତ ଆହୁରି କହିଛନ୍ତି କି, ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବା ସହ ମହାମାରୀ ସମୟରେ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ପନ୍ଥା ଆପଣାଇଛି। ଆରବିଆଇ ପାଇଁ ବିକାଶ ପ୍ରଥମ ପ୍ରାଥମିକତା ହୋଇଥିବାବେଳେ ବିତ୍ତୀୟ ସ୍ଥିରତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଲକଡାଉନ ପ୍ରତିବନ୍ଧ ହଟିବା ପରେ ଆର୍ଥିକାବସ୍ଥା ପୁନର୍ବାର ସାମନ୍ୟ ସ୍ଥିତିକୁ ଫେରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସଙ୍କଟ ସମୟରେ ଭାରତୀୟ କମ୍ପାନୀ ଓ ଉଦ୍ୟୋଗ ଖୁବ୍ ଭଲ କାମ କରିଥିବା ମଧ୍ୟ ଶକ୍ତିିକାନ୍ତ କହିଛନ୍ତି।